ଆମୋଦିତ Āmodita

  • ସଂ. ବିଣ. (ଆମୋଦ=ଗନ୍ଧ; ହର୍ଷ+ଇତ ବା ଆ+ ମୁଦ୍+କର୍ତ୍ତୃ. ତ) — ଆନନ୍ଦିତ; ହର୍ଷଯୁକ୍ତ — Delighted; gladdened
  • ସଂ. ବିଣ. (ଆମୋଦ=ଗନ୍ଧ; ହର୍ଷ+ଇତ ବା ଆ+ ମୁଦ୍+କର୍ତ୍ତୃ. ତ) — ବାସିତ; ସୁରଭୀକୃତ — Sweet—scented; perfumed