ଆମନ୍ତ୍ରଣ Āmantraṇa

  • ସଂ. ବି.—ଆ=ସମ୍ୟକ୍+ମନ୍ତ୍ର୍ ଧାତୁ=ଡାକିବା+ଭାବ ଅନ) — ସାଦରସମ୍ଭାଷଣ — Welcome
  • ସଂ. ବି.—ଆ=ସମ୍ୟକ୍+ମନ୍ତ୍ର୍ ଧାତୁ=ଡାକିବା+ଭାବ ଅନ) — ଆହ୍ୱାନ — Act of calling
  • ସଂ. ବି.—ଆ=ସମ୍ୟକ୍+ମନ୍ତ୍ର୍ ଧାତୁ=ଡାକିବା+ଭାବ ଅନ) — ନିମନ୍ତ୍ରଣ — Invitation