ଆଭ୍ୟୁଦୟିକ Ābhyudayika
- ସଂ. ବିଣ. (ଅଭ୍ୟୁଦୟ+ଇକ) — ଯାହାଦ୍ୱାରା ଅଭ୍ୟୁଦୟ ହୁଏ — Causing bliss or prosperity
- ସଂ. ବିଣ. (ଅଭ୍ୟୁଦୟ+ଇକ) — ମାଙ୍ଗଳିକ — Auspicious
- ସଂ. ବିଣ. (ଅଭ୍ୟୁଦୟ+ଇକ) — ଶୁଭକାର୍ଯ୍ୟସଂକ୍ରାନ୍ତ — Relating to auspicious events
- ସଂ. ବିଣ. (ଅଭ୍ୟୁଦୟ+ଇକ) — ଉନ୍ନତିକର — Causing improvement