ଆଭ୍ୟୁଦୟିକ ଶ୍ରାଦ୍ଧ Ābhyudayika ṡrāddha

  • ସଂ. ବି. — ବିବାହାଦି କର୍ମ ଆରମ୍ଭରେ ଦମ୍ପତିଙ୍କ ଉନ୍ନତି ବା ମଙ୍ଗଳାର୍ଥ କରାଯିବା ପିତୃଲୋକଙ୍କ ଶ୍ରାଦ୍ଧ — An offering to the manes at the beginning of marriage and other rites