ଆଭ୍ୟାସିକ Ābhyāsika

  • ସଂ. ବିଣ. (ଅଭ୍ୟାସ+ଇକ) — ଅଭ୍ୟାସ କରାଯାଇଥିବା — Habitual
  • ସଂ. ବିଣ. (ଅଭ୍ୟାସ+ଇକ) — ଅଭ୍ୟସ୍ତ — Habituated
  • ସଂ. ବିଣ. (ଅଭ୍ୟାସ+ଇକ) — ନିକଟବର୍ତ୍ତୀ — Neighbouring
  • ସଂ. ବିଣ. (ଅଭ୍ୟାସ+ଇକ) — ସାଧନରତ; ଅଭ୍ୟାସନିରତ — Studious