ଆଭିମୁଖ୍ୟ Ābhimukhya

  • ସଂ. ବି. କ୍ଳୀ. (ଅଭିମୁଖ+ଭାବ. ଯ) — ସମ୍ମୁଖବର୍ତ୍ତୀ ହେବା — Being in front
  • ସଂ. ବି. କ୍ଳୀ. (ଅଭିମୁଖ+ଭାବ. ଯ) — ସମ୍ମୁଖରେ ଅବସ୍ଥିତି; ସାମ୍ମୁଖ୍ୟ — Situation in front
  • ସଂ. ବି. କ୍ଳୀ. (ଅଭିମୁଖ+ଭାବ. ଯ) — ଆନୁକୂଲ୍ୟ — Favourableness
  • ସଂ. ବି. କ୍ଳୀ. (ଅଭିମୁଖ+ଭାବ. ଯ) — ଅନୁଗ୍ରହ; ପ୍ରସାଦ — Favour