ଆଭିଧାନିକ Ābhidhānika

  • ସଂ. ବିଣ. (ଅଭିଧାନ=ଶବ୍ଦକୋଷ+ଇକ) — ଅଭିଧାନଭୁକ୍ତ — Included in a dictionary
  • ସଂ. ବିଣ. (ଅଭିଧାନ=ଶବ୍ଦକୋଷ+ଇକ) — ଅଭିଦାନ ପୁସ୍ତକ ସଂକ୍ରାନ୍ତ — Relating to a lexicon
  • ସଂ. ବିଣ. (ଅଭିଧାନ=ଶବ୍ଦକୋଷ+ଇକ) — ଅଭିଧାନ ପୁସ୍ତକରେ ଯାହା ମିଳେ — Which can be found in a dictionary
  • ସଂ. ବି. — ଅଭିଧାନ ସଂକଳୟିତା — Compilor of a lexicon