ଆଭିଚାରିକ Ābhichārika

  • ସଂ. ବିଣ. (ଅଭିଚାର+ସମ୍ବନ୍ଧ ଇକ) — ଅଭିଚାର (ଦେଖ) — Abhichāra (See)
  • ସଂ. ବିଣ. (ଅଭିଚାର+ସମ୍ବନ୍ଧ ଇକ) — ଆଭିଚାରିକ ବେଦ ନାଦେ ଆହୁତି ଦେବୁ କୁଣ୍ଡ ମଧ୍ୟେ। ଜଗନ୍ନାଥ, ଭାଗବତ।