ଆଭାସମାନ Ābhāsamāna

  • ସଂ. ବିଣ. (ଆ+ଭାସ=ଦୀପ୍ତି ପାଇବା+କର୍ମ. ଅନ) — ପ୍ରକାଶମାନ — Manifest
  • ସଂ. ବିଣ. (ଆ+ଭାସ=ଦୀପ୍ତି ପାଇବା+କର୍ମ. ଅନ) — ଅବଭାସମାନ; ଦୀପ୍ୟମାନ — Shining
  • ସଂ. ବିଣ. (ଆ+ଭାସ=ଦୀପ୍ତି ପାଇବା+କର୍ମ. ଅନ) — ପ୍ରତୀୟମାନ — Seeming