ଆବୋରିବା Āboribā
- ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ଆବରିବା (ଦେଖ) — Ābaribā (See)
- ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ସେ ଶୈଳେ ରହିଲା ଆବୋରି କରି ପଥ—କୃଷ୍ଣସିଂହ. ମହାଭାରତ. ବନ।
- ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ଘୋଟିବା — To overspread; to over cloud
- ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ମେଘର ପ୍ରାୟେ ଆବୋରିଲା। ଗୋବିନ୍ଦ କରେ ବିଜେ କଲା—ଜଗନ୍ନାଥ. ଭାଗବତ।
- ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ଓଗାଳିବା; ଅଟକାଇବା — To restrain
- ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ଏହାଙ୍କୁ ସମ୍ମୁଖେ ଆବୋରି ଯେ ରଥୀ ପାରେ ଯୁଦ୍ଧ କରି—ଜଗନ୍ନାଥ. ଭାଗବତ।
- ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ଆଶ୍ରୟ କରିବା — To take shelter
- ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ସ୍ୱଭାବେ ନିର୍ଗୁଣ ମୁରାରି ଖେଳଇ ତ୍ରିଗୁଣ ଆବୋରି—ଜଗନ୍ନାଥ. ଭାଗବତ।
- ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ରକ୍ଷାକରିବା — To save; to protect
- ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ଆବୋରି ନ ପାରିଲେ ଭଲେ ତକ୍ଷଣେ ଲୁଟିଲେ ଗୋପାଳେ—ଜଗନ୍ନାଥ. ଭାଗବତ।
- ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ଅଧିକାର କରିବା — To occupy
- ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ରାଜ୍ୟ ଆବୋରି ମହାତେଯେ ବିପ୍ର ବଚନ ଗୁଣ ଭଜେ—ଜଗନ୍ନାଥ. ଭାଗବତ।