ଆବେଶ Ābeṡa
- ସଂ. ବିଣ. (ଆ+ବେଦି+କର୍ମ. ଯ) — ଭେଦି ଯିବା — Absorption
- ସଂ. ବିଣ. (ଆ+ବେଦି+କର୍ମ. ଯ) — ଭିତରକୁ ପଶିବା; ପ୍ରବେଶ — Entering into
- ସଂ. ବିଣ. (ଆ+ବେଦି+କର୍ମ. ଯ) — ଭୂତ ଆଦି ଲାଗିବା — Being possessed by a ghost
- ସଂ. ବିଣ. (ଆ+ବେଦି+କର୍ମ. ଯ) — ଆସକ୍ତି — Attachment
- ସଂ. ବିଣ. (ଆ+ବେଦି+କର୍ମ. ଯ) — ଅଭିନିବେଶ — Attention; intentness
- ସଂ. ବିଣ. (ଆ+ବେଦି+କର୍ମ. ଯ) — ଆୟତ୍ତୀକରଣ — Bringing under control
- ଦେ. ବିଣ. — ଅଭିନିବିଷ୍ଟ — Attentive
- ଦେ. ବିଣ. — ପୁରେ ପ୍ରବେଶ ହୋଇ ଆବେଶ ବୋଲନ୍ତି ବେଶ ସାର—ଭଞ୍ଜ. ପ୍ରେମସୁଧାନିଧି।