ଆବେଦିତ Ābedita
- ସଂ. ବିଣ. (ଆ+ବେଦି ଧାତୁ=ଜଣାଇବା+କର୍ମ. ତ)— (ଯେଉଁ ବିଷୟରେ ଆବେଦନ କରାଯାଇଅଛି) — ନିବେଦିତ — Informed
- ସଂ. ବିଣ. (ଆ+ବେଦି ଧାତୁ=ଜଣାଇବା+କର୍ମ. ତ)— (ଯେଉଁ ବିଷୟରେ ଆବେଦନ କରାଯାଇଅଛି) — ବିଜ୍ଞାପିତ — Notified
- ସଂ. ବିଣ. (ଆ+ବେଦି ଧାତୁ=ଜଣାଇବା+କର୍ମ. ତ)— (ଯେଉଁ ବିଷୟରେ ଆବେଦନ କରାଯାଇଅଛି) — ପ୍ରାର୍ଥିତ — Prayed for
- ସଂ. ବିଣ. (ଆ+ବେଦି ଧାତୁ=ଜଣାଇବା+କର୍ମ. ତ)— (ଯେଉଁ ବିଷୟରେ ଆବେଦନ କରାଯାଇଅଛି) — ଋଣଦାନାଦି ପାଇଁ ରାଜାଙ୍କ ନିକଟରେ ବିଜ୍ଞାପିତ — Notified to public authorities for securing a loan