ଆବେଦନୀୟ Ābedanīya

  • ସଂ. ବିଣ. (ଆ+ବେଦି ଧାତୁ+ଜଣାଇବା+କର୍ମ. ଅନୀୟ) — ଯେଉଁ ବିଷୟର ଆବେଦନ କରିବାକୁ ହେବ ଅଥବା କରିବା ଉଚିତ ବା ଆବଶ୍ୟକ; ନିବେଦନୀୟ — Requiring to be applied for