ଆବୁଡ଼ାପଡ଼ିବା Ābuṟḍ̠āpaṟḍ̠ibā

  • ଦେ. କ୍ରି — ସମସ୍ତଙ୍କ ଆଗ ବଳି କୌଣସି କାର୍ଯ୍ୟ କରିବାକୁ ହସ୍ତକ୍ଷେପ କରିବା — To be eager to do a thing by overlaping others
  • ଦେ. କ୍ରି — ବହୁ ଲୋକ ଏକ ସ୍ଥାନରେ ପରସ୍ପର ପରସ୍ପରର ସଂଘର୍ଷରେ ଆସିବା — (many persons) To come in contact with one another simultaneously
  • ଦେ. କ୍ରି — ଦରକାର ନ ଥିବା ବେଳେ କୌଣସି କାର୍ଯ୍ୟରେ ପ୍ରବେଶ କରିବା — To undertake a work when it is not necessary