ଆବିଷ୍କାର Ābishkāra

  • ସଂ. ବି. ପୁଂ. (ଆବିସ୍=ପ୍ରକାଶ+କୃ ଧାତୁ+ଭାବ. ଅ) — ଅପ୍ରକାଶିତ ଅଥବା ଅପରିଜ୍ଞାତ ବିଷୟର ପ୍ରକାଶ (ଉଦ୍ଭାବନ ତଳେ ନୋଟ ଦେଖ)