ଆବିଷ୍କରଣ Ābishkaraṇa
- ସଂ. ବି. (ଆବିସ୍=ପ୍ରକାଶ+କୃ ଧାତୁ=କରିବା+ ଭାବ. ଅନ) — ଭଦ୍ଭାବନ; କୌଣସି ଅଜଣା କଥାକୁ ପ୍ରକାଶ କରିବା — Discovering
- ସଂ. ବି. (ଆବିସ୍=ପ୍ରକାଶ+କୃ ଧାତୁ=କରିବା+ ଭାବ. ଅନ) — କୌଣସି ନୂଆ କଥା ବାହାର କରିବା — Inventing
- ସଂ. ବି. (ଆବିସ୍=ପ୍ରକାଶ+କୃ ଧାତୁ=କରିବା+ ଭାବ. ଅନ) — ପ୍ରକଟନ; ପ୍ରଚ୍ଛନ୍ନ ବିଷୟକୁ ପ୍ରକାଶିତ କରିବା — Act of rendering a thing apparent or visible