ଆବିର୍ମ୍ମୁଖୀ Ābirmmukhī

  • ସଂ. ବି. — ଚକ୍ଷୁ; ଆଖି
  • ସଂ. ବି. — ଖଦ୍ୟୋତ, ଆବିର୍ମ୍ମୁଖୀ ଦୁଇ, ଚକ୍ଷୁର କାମ ସେ ଅଟଇ। ଜଗନ୍ନାଥ, ଭାଗବତ।