ଆବିର୍ଭୂତ Ābirbhūta

  • ସଂ. ବିଣ. (ଆବିସ୍=ପ୍ରକାଶ+ଭୂ ଧାତୁ=ହେବା+କର୍ତ୍ତୃ. ତ) — ଉଦିତ — Risen
  • ସଂ. ବିଣ. (ଆବିସ୍=ପ୍ରକାଶ+ଭୂ ଧାତୁ=ହେବା+କର୍ତ୍ତୃ. ତ) — ପ୍ରକାଶିତ — Become manifest; breaking or bursting up
  • ସଂ. ବିଣ. (ଆବିସ୍=ପ୍ରକାଶ+ଭୂ ଧାତୁ=ହେବା+କର୍ତ୍ତୃ. ତ) — ଜାତ — Born
  • ସଂ. ବିଣ. (ଆବିସ୍=ପ୍ରକାଶ+ଭୂ ଧାତୁ=ହେବା+କର୍ତ୍ତୃ. ତ) — ଉପସ୍ଥିତ; ଆଗତ — Appearing; arrived