ଆବିର୍ଭାବ Ābirbhāba

  • ସଂ. ବି. (ଆବିସ୍=ପ୍ରକାଶ+ଭୂ ଧାତୁ=ହେବା+ଭାବ. ଅ) — ପ୍ରକାଶ; ଉଦୟ — Appearance; manifestation
  • ସଂ. ବି. (ଆବିସ୍=ପ୍ରକାଶ+ଭୂ ଧାତୁ=ହେବା+ଭାବ. ଅ) — ପୃଥିବୀରେ ଅବତରଣ — Advent
  • ସଂ. ବି. (ଆବିସ୍=ପ୍ରକାଶ+ଭୂ ଧାତୁ=ହେବା+ଭାବ. ଅ) — ଉପସ୍ଥିତି; ଜନ୍ମ — Development; birth
  • ସଂ. ବି. (ଆବିସ୍=ପ୍ରକାଶ+ଭୂ ଧାତୁ=ହେବା+ଭାବ. ଅ) — ଉତ୍ଥାନ — Rise