ଆବାହନ ହେବା Ābāhana hebā

  • ଦେ. ପ୍ରାଚୀନ . କ୍ରି. (ମାଦଳାପାଞ୍ଜି ଓ ପ୍ରାଚୀନ ସନନ୍ଦ) — ମୃତ ହେବା; ମରିବା; ପରଲୋକ ଗମନକରିବା