ଆବାକାବା Ābākābā

  • ଦେ. ଅ. (ସଂ. ଅବାକ୍) — ଆବାଖାବା (ଦେଖ) — Ābākhābā (See)
  • ଦେ. ଅ. (ସଂ. ଅବାକ୍) — ଆଶ୍ଚର୍ଯ୍ୟାନ୍ୱିତରୂପେ; କିଂକର୍ତ୍ତବ୍ୟବିମୂଢ଼ ହୋଇ — In a bewildered manner
  • ଦେ. ବିଣ. — କିଂକର୍ତ୍ତବ୍ୟବିମୂଢ; ସ୍ତବ୍ଧ
  • ଦେ. ବିଣ. — ଆଶ୍ଚର୍ଯ୍ୟାନ୍ୱିତ — 2. Astonished