ଆବଶ୍ୟକୀୟ Ābaṡyakīya

  • ଦେ. ବିଣ. (ସଂ. ଆବଶ୍ୟକ) — ଦରକାରି; ପ୍ରୟୋଜନୀୟ — Necessary
  • ଦେ. ବିଣ. (ସଂ. ଆବଶ୍ୟକ) — ଜରୁରୀ — Urgent
  • ଦେ. ବିଣ. (ସଂ. ଆବଶ୍ୟକ) — [ଦ୍ର—ଆବଶ୍ୟକ ବିଶେଷଣ ପଦ। ତହିଁରୁ ପୁଣି 'ଈୟ' ପ୍ରତ୍ୟୟ କରି ବିଶେଷଣ କରିବା ବ୍ୟାକରଣବିରୁଦ୍ଧ; ତେଣୁ ଆବଶ୍ୟକୀୟ ଶବ୍ଦର ପ୍ରୟୋଗ ଭ୍ରମାତ୍ମକ।]