ଆବର୍ତ୍ତ Ābartta
- ସଂ. ବି. (ଆ+ବୃତ୍ ଧାତୁ=ହେବା; ଘେରି ରହିବା=ଭାବ, ଅ) — ଜଳ ଭଉଁରୀ; ପାଣି ମଳା; ଜଳଭ୍ରମ — Eddy; whirlpool
- ସଂ. ବି. (ଆ+ବୃତ୍ ଧାତୁ=ହେବା; ଘେରି ରହିବା=ଭାବ, ଅ) — ଲୋମର ଭଉଁରୀ; ଘୋଡ଼ା ଦେହ ଲୋମର ଦଶବିଧ ବୃତ୍ତାକାର ସଂସ୍ଥାନ — Circular rings of hair on ten different parts of the body of a horse
- ସଂ. ବି. (ଆ+ବୃତ୍ ଧାତୁ=ହେବା; ଘେରି ରହିବା=ଭାବ, ଅ) — ମେଘବିଶେଷ — A form of cloud; cumulus cloud
- ସଂ. ବି. (ଆ+ବୃତ୍ ଧାତୁ=ହେବା; ଘେରି ରହିବା=ଭାବ, ଅ) — ରାଜାବର୍ତ୍ତ ନାମକ ମଣି — A kind of gem
- ସଂ. ବି. (ଆ+ବୃତ୍ ଧାତୁ=ହେବା; ଘେରି ରହିବା=ଭାବ, ଅ) — ପରିବର୍ତ୍ତ; ଘୂର୍ଣ୍ଣନ — Revolution; gyration
- ସଂ. ବି. (ଆ+ବୃତ୍ ଧାତୁ=ହେବା; ଘେରି ରହିବା=ଭାବ, ଅ) — ଦେହିମାନଙ୍କର ବୃତ୍ତାକାର ଲୋମସ୍ଥାନ — 5. Circular rings of fur on the bodies of animals