ଆବର୍ତ୍ତିତ Ābarttita
- ସଂ. ବିଣ. (ଆ+ବର୍ତ୍ତି+କର୍ମ. ତ) — ଲେଉଟିବା; ପୁନରାଗତ — Returned; come back
- ସଂ. ବିଣ. (ଆ+ବର୍ତ୍ତି+କର୍ମ. ତ) — ଆଉଟାହେବା — Stirred while boiling or melting
- ସଂ. ବିଣ. (ଆ+ବର୍ତ୍ତି+କର୍ମ. ତ) — ଅଭ୍ୟସ୍ତ — Habituated
- ସଂ. ବିଣ. (ଆ+ବର୍ତ୍ତି+କର୍ମ. ତ) — ଗୁଣିତ — Multiplied
- ସଂ. ବିଣ. (ଆ+ବର୍ତ୍ତି+କର୍ମ. ତ) — ଆଚ୍ଛାଦିତ — Covered
- ସଂ. ବିଣ. (ଆ+ବର୍ତ୍ତି+କର୍ମ. ତ) — ବେଷ୍ଟିତ — Surrounded