ଆବର୍ତ୍ତନ Ābarttana
- ସଂ. ବି. (ଆ+ବୃତ୍ ଧାତୁ=ହେବା+ଭାବ. ଅନ) — ତରଳାଇବା; ଆଉଟାଇବା — Fusing; melting
- ସଂ. ବି. (ଆ+ବୃତ୍ ଧାତୁ=ହେବା+ଭାବ. ଅନ) — ଘୂର୍ଣ୍ଣନ; ମନ୍ଥନ — Revolution; churning
- ସଂ. ବି. (ଆ+ବୃତ୍ ଧାତୁ=ହେବା+ଭାବ. ଅନ) — ପୁନଃ ପୁନଃ କରଣ — Repeated doing
- ସଂ. ବି. (ଆ+ବୃତ୍ ଧାତୁ=ହେବା+ଭାବ. ଅନ) — ପୁନରାଗମନ — Coming again; returning
- ସଂ. ବି. (ଆ+ବୃତ୍ ଧାତୁ=ହେବା+ଭାବ. ଅନ) — ବେଢ଼ିବା; ଚତୁର୍ଦ୍ଦିଗରେ ବେଷ୍ଟନ (ପ୍ରାଚୀରାଦି) — Surrounding
- ସଂ. ବି. (ଆ+ବୃତ୍ ଧାତୁ=ହେବା+ଭାବ. ଅନ) — ଘାଉଁରି ଖାଇବା — Revolving; gyrating
- ସଂ. ବି. (ଆ+ବୃତ୍ ଧାତୁ=ହେବା+ଭାବ. ଅନ) — ବିଷ୍ଣୁ (ପ୍ରକୃତିବାଦ) — A name of Bishnu