ଆବର୍ତ୍ତନୀ Ābarttanī

  • ସଂ. ବି. ସ୍ତ୍ରୀ (ଆ+ବୃତ୍+ଅଧିକରଣ, ଅନ+ସ୍ତ୍ରୀ. ଈ) — କୌଣସି ଦ୍ରବ୍ୟକୁ ଗଳିତ କରିବାର ପାତ୍ର; ଧାତୁ ଆଉଟିବା ପାତ୍ର; କୋଇ — Melting pot; crucible
  • ସଂ. ବି. ସ୍ତ୍ରୀ (ଆ+ବୃତ୍+ଅଧିକରଣ, ଅନ+ସ୍ତ୍ରୀ. ଈ) — ଯାହାଦ୍ୱାରା ଆଉଟାଯାଏ; ଚାମଚ; ଅଣକ — Spoon; wooden ladle
  • ସଂ. ବି. ସ୍ତ୍ରୀ (ଆ+ବୃତ୍+ଅଧିକରଣ, ଅନ+ସ୍ତ୍ରୀ. ଈ) — ଉତୁରୁଡ଼ି (ହରେକୃଷ୍ଣ, ଦ୍ରବ୍ୟଗୁଣ) — Uturuṟḍ̠i (See)