ଆବର୍ତ୍ତକ Ābarttaka
- ସଂ. ବି. (ଆବର୍ତ୍ତ+କ) — ମେଘବିଶେଷ; ନିର୍ଜଳମେଘ — A kind of rainless cloud
- ସଂ. ବି. (ଆବର୍ତ୍ତ+କ) — [ଦ୍ର—ମେଘ ତଳେ ନୋଟ୍ ଦେଖ]
- ସଂ. ବି. (ଆବର୍ତ୍ତ+କ) — ମେରୁଦଣ୍ଡର ପ୍ରତ୍ୟେକ ଅସ୍ଥି ଖଣ୍ଡ — The individual bones of the spine
- ସଂ. ବିଣ. — ଆବରକ — Covering
- ସଂ. ବିଣ. — ଆବୃତ୍ତିକାରକ — Revolving