ଆପ୍ଫା କରିବା Āpphā karibā

  • ଦେ. କ୍ରି — ଆଖିରେ ଗୁଣ୍ଡ ଆଦି ପଡ଼ିଲେ କନା ବା ଲୁଗାକୁ ପୁଡ଼ା କରି ମୁହଁ ମେଲାଇ ସେ କନାବିଣ୍ଡା ଉପରେ ପାଟିର ପବନ ଦେଇ ତାକୁ ଆଖିରେ ମାଡ଼ିବା