ଆପ୍କାର୍ୟ୍ୟ Āpkārj̄ya

  • ଗ୍ରା. ବି. (ସଂ. ଆତ୍ମକାର୍ଯ୍ୟ) — ନିଜର କାର୍ଯ୍ୟ ବା ପ୍ରୟୋଜନ — One's own work
  • ଗ୍ରା. ବି. (ସଂ. ଆତ୍ମକାର୍ଯ୍ୟ) — ଆପ୍କାର୍ଯ୍ୟଂ ତାତ୍ପର୍ଯ୍ୟଂ ପରକାର୍ଯ୍ୟଂ ଧମକ୍ଧମା—ପ୍ରବଚନ।