ଆପୋଦେବତା Āpodebatā

  • ସଂ. ବି. (ଆପଃ=ଜଳ+ଦେବତା=ଠାକୁର) — ଜଳଦେବତା — The Water God
  • ସଂ. ବି. (ଆପଃ=ଜଳ+ଦେବତା=ଠାକୁର) — ବରୁଣ — The god of water