ଆପୃଚ୍ଛା Āpruchhā

  • ସଂ. ବି. (ଆ=ପରସ୍ପର+ପ୍ରଚ୍ଛ୍ ଧାତୁ+ଭାବ. ଅ) — କଥାବାର୍ତ୍ତା; କଥାଭାଷା; ଆଳାପ — Conversation; address; dialogue
  • ସଂ. ବି. (ଆ=ପରସ୍ପର+ପ୍ରଚ୍ଛ୍ ଧାତୁ+ଭାବ. ଅ) — ଜିଜ୍ଞାସା — Questioning
  • ସଂ. ବି. (ଆ=ପରସ୍ପର+ପ୍ରଚ୍ଛ୍ ଧାତୁ+ଭାବ. ଅ) — ଆବାହନ — Welcoming