ଆପୀଡ଼ିତ Āpīṟḍ̠ita

  • ସଂ. ବିଣ (ଆ=ସମ୍ୟକ୍+ପୀଡ଼୍ ଧାତୁ+କର୍ମ. ତ) — ଚାପି ହୋଇଥିବା; ଦୃଢ଼ପିଷ୍ଟ — Compressed; squeezed, pressed
  • ସଂ. ବିଣ (ଆ=ସମ୍ୟକ୍+ପୀଡ଼୍ ଧାତୁ+କର୍ମ. ତ) — ଦୃଢ଼ବଦ୍ଧ — Tightly bound
  • ସଂ. ବିଣ (ଆ=ସମ୍ୟକ୍+ପୀଡ଼୍ ଧାତୁ+କର୍ମ. ତ) — ବେଦନାପ୍ରାପ୍ତ — Ailing; afflicted
  • ସଂ. ବିଣ (ଆ=ସମ୍ୟକ୍+ପୀଡ଼୍ ଧାତୁ+କର୍ମ. ତ) — ଗାଢ଼ାଲିଙ୍ଗିତ — Hugged
  • ସଂ. ବିଣ (ଆ=ସମ୍ୟକ୍+ପୀଡ଼୍ ଧାତୁ+କର୍ମ. ତ) — ଅତ୍ୟାଚାରିତ — Oppressed