ଆପାତମଧୁର Āpātamadhura

  • ସଂ. ବିଣ (ଆପାତ+ମଧୁର) — ଯାହା ବର୍ତ୍ତମାନ ସୁଖକର ବା ସୁଖପ୍ରଦ (କିନ୍ତୁ ପଛକୁ ଭଲ କି ମନ୍ଦ ଜଣା ନାହିଁ) — Agreeable at first sight; plausible
  • ସଂ. ବିଣ (ଆପାତ+ମଧୁର) — କ୍ଷଣିକ ସୁଖପ୍ରଦ — Pleasant for the moment