ଆନ୍ଦୋଳିତ Āndoḻita

  • ସଂ. ବିଣ (ଆ+ଦୋଳି ଧାତୁ=ଦୋହଲିବା+କର୍ମ. ତ) — ଈଷତ୍ କମ୍ପିତ — Slightly agitated; oscillated
  • ସଂ. ବିଣ (ଆ+ଦୋଳି ଧାତୁ=ଦୋହଲିବା+କର୍ମ. ତ) — ତର୍କବିତର୍କ କରା ଯାଇଥିବା; ଅନୁଶୀଳିତ — Discussed
  • ସଂ. ବିଣ (ଆ+ଦୋଳି ଧାତୁ=ଦୋହଲିବା+କର୍ମ. ତ) — ଦୋଳାୟମାନ — Swinging