ଆନ୍ତ୍ରିକ Āntrika

  • ସଂ. ବିଣ. (ଅନ୍ତ୍ର=ଉଦରସ୍ଥ ନାଡ଼ିଚୟ+ସମ୍ବନ୍ଧ. ଇକ) — ଅନ୍ତବୁଜୁଳାସମ୍ବନ୍ଧୀୟ
  • ସଂ. ବି. (ଆଧୁନିକ ପ୍ରୟୋଗ) — ଅନ୍ତ୍ରସମ୍ବନ୍ଧୀୟ ମାରାତ୍ମକ ଜ୍ୱର ରୋଗ