ଆନ୍ତରୀକ୍ଷ Āntarīkshya
- ସଂ. ବିଣ. (ଅନ୍ତରୀକ୍ଷ=ଆକାଶ+ଭାବ. ଅ) — ଅନ୍ତରୀକ୍ଷଭାବ — Atmospherical
- ସଂ. ବିଣ. (ଅନ୍ତରୀକ୍ଷ=ଆକାଶ+ଭାବ. ଅ) — ଆକାଶସମ୍ବନ୍ଧୀୟ — Relating to the sky
- ସଂ. ବିଣ. (ଅନ୍ତରୀକ୍ଷ=ଆକାଶ+ଭାବ. ଅ) — ଆକାଶରେ ଘଟିବା — Celestial
- ସଂ. ବିଣ. (ଅନ୍ତରୀକ୍ଷ=ଆକାଶ+ଭାବ. ଅ) — ସ୍ୱର୍ଗୀୟ — Heavenly