ଆନ୍ତରିକ Āntarika

  • ସଂ. ବିଣ. (ଅନ୍ତର=ହୃଦୟ+ଭାବ. ଇକ) — ମାନସିକ; ହୃଦୟଗତ; ମନୋଗତ — Mental; heart-felt
  • ସଂ. ବିଣ. (ଅନ୍ତର=ହୃଦୟ+ଭାବ. ଇକ) — ଅନ୍ତର୍ଗତ — Inward; inner
  • ସଂ. ବିଣ. (ଅନ୍ତର=ହୃଦୟ+ଭାବ. ଇକ) — ଭିତିରିଆ — Internal
  • ସଂ. ବିଣ. (ଅନ୍ତର=ହୃଦୟ+ଭାବ. ଇକ) — ମନରେ ସ୍ୱତଃ ଉଦିତ ବା ଜାତ (ଭାବାଦି) — Sincere
  • ସଂ. ବିଣ. (ଅନ୍ତର=ହୃଦୟ+ଭାବ. ଇକ) — ସହୃଦୟ — Cordial