ଆନୁପୂର୍ବ Ānupūrba

  • ସଂ. ବି. (ଅନୁପୂର୍ବ+ଭାବ. ଅ) — ଆଗପଛକ୍ରମ — Sequence
  • ସଂ. ବି. (ଅନୁପୂର୍ବ+ଭାବ. ଅ) — ଯଥାକ୍ରମ; ଅନୁକ୍ରମ; ପରିପାଟୀ — Regular succession
  • ସଂ. ବି. (ଅନୁପୂର୍ବ+ଭାବ. ଅ) — ପରମ୍ପରା — Series
  • ସଂ. ବି. (ଅନୁପୂର୍ବ+ଭାବ. ଅ) — ଧାରାବାହିକତା — Continuity