ଆନୁକୂଲ୍ୟ Ānukūlya
- ସଂ. ବି. (ଅନୁକୂଳ+ଭାବ. ଯ) — ଅନୁକୂଳତା; ସପକ୍ଷତା — The state of being favourable
- ସଂ. ବି. (ଅନୁକୂଳ+ଭାବ. ଯ) — ଆଶ୍ରିତ ପ୍ରତି ଦୟା ବା ଅନୁଗ୍ରହ — Favour; grace; patronage
- ସଂ. ବି. (ଅନୁକୂଳ+ଭାବ. ଯ) — ଦୟା — Kindness
- ସଂ. ବି. (ଅନୁକୂଳ+ଭାବ. ଯ) — ସାହାଯ୍ୟ — Help; assistance
- ସଂ. ବି. (ଅନୁକୂଳ+ଭାବ. ଯ) — ଉପକାର — Beneficence