ଆନର୍ତ୍ତ Ānartta

  • ସଂ. ବି. (ଆ+ନୃତ୍ ଧାତୁ=ନାଚିବା+ଅଧିକରଣ. ଅ) — ନୃତ୍ୟଶାଳା — Dancing hall
  • ସଂ. ବି. (ଆ+ନୃତ୍ ଧାତୁ=ନାଚିବା+ଅଧିକରଣ. ଅ) — ରଙ୍ଗଭୂମି — Stage
  • ସଂ. ବି. (ଆ+ନୃତ୍ ଧାତୁ=ନାଚିବା+ଅଧିକରଣ. ଅ) — ଯୁଦ୍ଧ — Fight; battle
  • ସଂ. ବି. (ଆ+ନୃତ୍ ଧାତୁ=ନାଚିବା+ଅଧିକରଣ. ଅ) — ଦ୍ୱାରକା ନାମକ ଦେଶ — The country of Dwārakā
  • ସଂ. ବି. (ଆ+ନୃତ୍ ଧାତୁ=ନାଚିବା+ଅଧିକରଣ. ଅ) — ଦ୍ୱାରକା ଦେଶବାସୀ ବ୍ୟକ୍ତି — A resident of Dwārakā
  • ସଂ. ବି. (ଆ+ନୃତ୍ ଧାତୁ=ନାଚିବା+ଅଧିକରଣ. ଅ) — ରାଜାବିଶେଷ — Name of a king
  • ସଂ. ବି. (ଆ+ନୃତ୍ ଧାତୁ=ନାଚିବା+ଅଧିକରଣ. ଅ) — ଜଳ — Water