ଆନନ୍ଦନ Ānandana

  • ସଂ. ବି. (ଆ+ନନ୍ଦ୍ ଧାତୁ=ପ୍ରୀତ କରିବା+ଭାବ. ଅନ) — ସମ୍ବର୍ଦ୍ଧନା — Welcome
  • ସଂ. ବି. (ଆ+ନନ୍ଦ୍ ଧାତୁ=ପ୍ରୀତ କରିବା+ଭାବ. ଅନ) — ପରସ୍ପର ସାକ୍ଷାତ ସମୟରେ ସୌଜନ୍ୟ ପ୍ରକାଶ — Act of paying respects
  • ସଂ. ବି. (ଆ+ନନ୍ଦ୍ ଧାତୁ=ପ୍ରୀତ କରିବା+ଭାବ. ଅନ) — ସ୍ୱାଗତ ପ୍ରଶ୍ନ ପୂର୍ବକ ସତ୍କାର କରିବା — Reception of a guest
  • ସଂ. ବି. (ଆ+ନନ୍ଦ୍ ଧାତୁ=ପ୍ରୀତ କରିବା+ଭାବ. ଅନ) — ହର୍ଷ — Delight
  • ସଂ. ବିଣ. (+କର୍ତ୍ତୃ. ଅନ) — ଆନନ୍ଦପ୍ରଦ; ହର୍ଷଜନକ; ପ୍ରମୋଦକର; ସୁଖଜନକ