ଆନନ୍ତର୍ୟ୍ୟ Ānantarj̄ya

  • ସଂ. ବି. (ଅନନ୍ତର=ଅନ୍ତରହୀନ+ଭାବ. ଯ) — ଅବ୍ୟବଧାନ — Contiguity
  • ସଂ. ବି. (ଅନନ୍ତର=ଅନ୍ତରହୀନ+ଭାବ. ଯ) — ଅନନ୍ତରଭାବିତା — Immediate succession
  • ସଂ. ବି. (ଅନନ୍ତର=ଅନ୍ତରହୀନ+ଭାବ. ଯ) — ପଶ୍ଚାଦ୍ ଭାବ — Posteriority,
  • ସଂ. ବି. (ଅନନ୍ତର=ଅନ୍ତରହୀନ+ଭାବ. ଯ) — ଅନନ୍ତରତ୍ୱ — Absence of any space between