ଆନକଦୁନ୍ଦୁଭି Ānakadundubhi

  • ସଂ. ବି. (ଆନକ+ଦୁନ୍ଦୁଭି) — ବସୁଦେବ (ଶ୍ରୀକୃଷ୍ଣଙ୍କ ପିତା) — Basudeba, the father of Ṡrīkṛushṇa
  • ସଂ. ବି. (ଆନକ+ଦୁନ୍ଦୁଭି) — [ଦ୍ର—ହରିବଂଶରେ ଲେଖାଅଛି ଯେ ଏହାଙ୍କ ଜନ୍ମକାଳରେ ଦେବତାମାନେ ଆନକଦୁନ୍ଦୁଭି ଧ୍ୱନି କରିଥିଲେ; ତେଣୁ ଏହାଙ୍କର ଏ ନାମ।]
  • ସଂ. ବି. (ଆନକ+ଦୁନ୍ଦୁଭି) — ବୃହତ୍ ଢକ୍କା; ବଡ଼କାଠ — A big and long drum