ଆନ କରିବା Āna karibā
- ଦେ. କ୍ରି. — (କଥା) ଳଙ୍ଘନ କରିବା — Transgress
- ଦେ. କ୍ରି. — ନ ମାନିବା — To disobey
- ଦେ. କ୍ରି. — ଅନ୍ଯଥା କରିବା — To act otherwise than
- ଦେ. କ୍ରି. — ଖଣ୍ଡନ କରିବା, ରଦ କରିବା — To set aside
- ଦେ. କ୍ରି. — ବ୍ରହ୍ମଋଷି ଶାପକୁ ଆନ କରିବାକୁ। ଏ ତିନି ଭୁବନେ ନ ଦେଖେ କାହାକୁ। କୃଷ୍ଣସିଂହ, ମହାଭାରତ, ଆଦି।
- ଦେ. କ୍ରି. — ଏଡ଼ିବା — To thwart