ଆଧ୍ୟାନ Ādhyāna
- ସଂ. ବି. (ଆ+ଧ୍ୟୈ ଧାତୁ=ଚିନ୍ତାକରିବା + ଅନ) — ଚିନ୍ତା — Thought
- ସଂ. ବି. (ଆ+ଧ୍ୟୈ ଧାତୁ=ଚିନ୍ତାକରିବା + ଅନ) — ସ୍ମରଣ — Remembrance
- ସଂ. ବି. (ଆ+ଧ୍ୟୈ ଧାତୁ=ଚିନ୍ତାକରିବା + ଅନ) — ଦୁଶ୍ଚିନ୍ତା; ଦୁର୍ଭାବନା — Evil thought
- ଗ୍ରା. ବି. (ସଂ. ଅଧ୍ୟୟନ) — ପଢ଼ିବା; ପଠନ
- ଗ୍ରା. ବି. (ସଂ. ଅଧ୍ୟୟନ) — ଲତା ପ୍ରାୟେ କଥା କେତେ କରିବା ଆଧ୍ୟାନ—ପ୍ରାଚୀ, ବ୍ରହ୍ମନିରୂପଣଗୀତା।