ଆଧୋରଣ Ādhoraṇa

  • ସଂ. ବି. (ଆ+ଧୋର୍ ଧାତୁ=ଚଞ୍ଚଳ ଗତି କରିବା+କର୍ତ୍ତୃ. ଅନ) ଯେ ହାତୀକୁ ଚଳାଏ; ମାହୁନ୍ତ; ହସ୍ତୀପକ — ବାହାରିଲେ ଦଳେ ଦଳେ ସେ ତୋରଣ ମୁଖୁ। ଅସଂଖ୍ୟ ପଦାତି, ସାତି, ଆଧୋରଣ, ରଥୀ। ରାଧାନାଥ, ମହାଯାତ୍ରା।