ଆଧ୍ମାନ Ādhmāna

  • ସଂ. ବି. (ଆ+ଧ୍ମା ଧାତୁ=ଶବ୍ଦ କରିବା; ନିଆଁ ଲଗାଇବା+ ଭାବ. ଅନ) — ସ୍ଫୀତ ହେବା ବା ଫୁଲି ଉଠିବା — Swelling
  • ସଂ. ବି. (ଆ+ଧ୍ମା ଧାତୁ=ଶବ୍ଦ କରିବା; ନିଆଁ ଲଗାଇବା+ ଭାବ. ଅନ) — ଉଚ୍ଚାରଣ — Pronunciation
  • ସଂ. ବି. (ଆ+ଧ୍ମା ଧାତୁ=ଶବ୍ଦ କରିବା; ନିଆଁ ଲଗାଇବା+ ଭାବ. ଅନ) — ଶବ୍ଦ — Sound
  • ସଂ. ବି. (ଆ+ଧ୍ମା ଧାତୁ=ଶବ୍ଦ କରିବା; ନିଆଁ ଲଗାଇବା+ ଭାବ. ଅନ) — ବୃଦ୍ଧି — Increase
  • ସଂ. ବି. (ଆ+ଧ୍ମା ଧାତୁ=ଶବ୍ଦ କରିବା; ନିଆଁ ଲଗାଇବା+ ଭାବ. ଅନ) — ବାୟୁରୋଗ ଯୋଗୁଁ ପେଟ ଗୁଡ଼ୁ ଗୁଡ଼ୁ ହେବା ଓ ଫାମ୍ପିବା; ଉଦରାଧ୍ମାନ — Flatulence; tympanites
  • ସଂ. ବି. (ଆ+ଧ୍ମା ଧାତୁ=ଶବ୍ଦ କରିବା; ନିଆଁ ଲଗାଇବା+ ଭାବ. ଅନ) — ବାଦ୍ୟର ତାଡ଼ନୋତ୍ୱିତ ଶବ୍ଦ — Sound due to the striking of musical instruments