ଆଦ୍ୟନ୍ତ Ādyanta

  • ସଂ. ବି. (ଦ୍ୱନ୍ଦ୍ୱ; ଆଦି+ଅନ୍ତ) — ଆରମ୍ଭ ଓ ଶେଷ
  • ସଂ. ବିଣ — ପୂର୍ବାପର — Previous and successive
  • ସଂ. ବିଣ — କ୍ରି. ବିଣ—
  • ସଂ. ବିଣ — ପ୍ରଥମଠାରୁ ଶେଷ ପର୍ଯ୍ୟନ୍ତ; ଆଗା ଗୋଡ଼ା