ଆଦ୍ରିୟମାଣ Ādriyamaṇa

  • ସଂ. ବିଣ. ପୁଂ. (ଆ=ବିଶେଷଭାବରେ+ଦୃ ଧାତୁ+କର୍ମ. ଆନ) — ଯାହାକୁ ଆଦର କରାଯାଇଅଛି
  • ସଂ. ବିଣ. ପୁଂ. (ଆ=ବିଶେଷଭାବରେ+ଦୃ ଧାତୁ+କର୍ମ. ଆନ) — ମାନ୍ୟର ପାତ୍ର — Venerable