ଆଦିବାସ Ādibāsa

  • ଦେ. ବି. (ସଂ. ଅଧିବାସ) ଅଧିବାସ (ଦେଖ) Adhibāsa (See) — ଆଜି ଆଦିବାସ ରାମ କାଲି ହେବେ ବିଭା। ଏମନ୍ତ ନିର୍ଣ୍ଣୟ କରି ଭାଜିଲାକ ସଭା। ବିଶ୍ୱନାଥ, ବିଚିତ୍ରରାମାୟଣ।